>>
  • କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ
  • >>
  • ଆଇଆଇଟି ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
  • >>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • ସଂରକ୍ଷିତ ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ୩ ଗିରଫ; ବନ୍ଦୁକ ଜବତ

    ଓଡଗାଁ----- ନୟାଗଡ ଜିଲ୍ଲାର ଚୁଆିଆ ସଂରକ୍ଷିତ ଜଙ୍ଗଲରେ ନଜଣ ଶିକାର କରିବାକୁ ଯାଇଥିବା ସମ୍ପର୍କରେ ଜଙ୍ଘଲ ବିଭାଗ ଖବର ପାଇଥିଲା  । ଶିକାରୀ ମାନେ ଜଙ୍ଘଲ ମଧ୍ୟକୁ ଯିବା ଆଗରୁ ଅଧିକାରୀ ମାନେ ଫୋର୍ସ ସହିତ ଜଙ୍ଗଲ ମଧ୍ୟରେ ଲୁଜିକି ରହିଥିଲେ  । କିଛି ସମୟରେ ପରେ ଜଙ୍ଘଲ ମଧ୍ୟରେ ଟର୍ଚ୍ଚ ଲାଇଟି ପଡିବା ସହ ବନ୍ଦୁକରୁ ଗୁଳି ଫୁଟିଥିଲା  । ଲୁଚି ରହିଥିବା ଜଙ୍ଗଲ ବିଭାଗର ଅଧିକାରୀ ମାନେ ବନ୍ଦୁକର ଶଦ୍ଧ ଓଟର୍ଚ୍ଚକୁ ଅନୁସରଣ କରି ଶିକାରୀର ପିଛା କରିଥିଲେ  । ବଣମରେଇ ସାହିର ବନ୍ଦୁକ ଧରିଥିବା ଧୁବ ପ୍ରଧାନ ( ୫୩) ଙ୍କୁ ପ୍ରଥମେ କାବୁ କରି ନେବାପରେ ସାଙ୍ଗରେ ଥିବା ଉକ୍ତ ସାହିର ସଦ୍ୟାଷୀ ବେହେରା (୩୨) ଓସାକରେୀ ଗ୍ରାମର କାଳୁ ମହାରଣାଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ବେଆଇନରେ ପଶୁ ଶିକାର କରିବା ଆଇନରେ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିବା ଜଣାପଡିଛି ।
    ଓଡଗାଁରୁ ସୁଦୀପ୍ତ ଦଳେଇ

    Blog Archive

    Popular Posts