Breaking News

 
ବରଗଡ଼ --- ବରଗଡ ଜିଲ୍ଲା  ଭେଡେନ ଥାନା ପକ୍ଷରୁ ଆସନ୍ତା  ସାଧାରଣ ନିର୍ବାଚନ ୨୦୨୪କୁ ଆଖି ଆଗରେ ରଖି  ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା ଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି ।  ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ଓ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ । ଏହି ସମୟରେ ଭେଡେନ ପଞ୍ଚାୟତର  କୁତପାଲି, ସୁନାଲରମ୍ଭା ପଞ୍ଚାୟତର ସୁନାଲରମ୍ଭା, କୁଦୋପାଲି, ସିଆଲଖଣ୍ଡଥା ପଞ୍ଚାୟତର ସିଆଲଖଣ୍ଡଥା, ବାଦୀ ଓ ବିଭିନ୍ନ ଗ୍ରାମରେ ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୫/୨୦୨୪----୮,୪୫ Sakhigopal News,2/5/2024

Blog Archive

Popular Posts