>>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • >>
  • ଅଜଣା ଗାଡିଧକାରେ ଯୁବକ ମୃତ
  • ସତ୍ୟବାଦୀ ରେ ସ୍ବାଧୀନ ପ୍ରାର୍ଥୀ କାମାକ୍ଷା ପ୍ରଧାନଙ୍କ ଭିନ୍ନ ଡଙ୍ଗରେ ନିର୍ବାଚନ ପ୍ରଚାର

     ସାକ୍ଷୀଗୋପାଳ,----- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରୁ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ଅବସରରେ ଏକ ନିର୍ବାଚନ ସଭା ନୂଆସୋମେଶ୍ବରପୁର ଗ୍ରାମ ଛକ ରେ ନିର୍ବାଚନ ସଭା କରିଥିଲେ। ବିଶେଷ କରି ଏହି ସଭା ଆରମ୍ଭରୁ ବିଭିନ୍ନ ନାମୀଦାମୀ କଣ୍ଠଶିଳ୍ପୀଙ୍କ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆହୋଜନ କରିଥିଲେ। ଯାହାକି ହଜାର ହଜାର ପୁରୁଷ ଓ ମହିଳା ମାନେ ଏହି ସଭାରେ ଯୋଗଦେଇଥିବା ର ଦେଖାଯାଇଥିଲା। ଏପରି କି ସତ୍ୟବାଦୀ କ'ଣ ପୁରୀ ଜିଲ୍ଲାରେ ଏପରି କୌଣସି ରାଜନୈତିକ ଦଳ ଏପରି ସଭା କରିନଥିଲେ। ସଭାରେ ଉପସ୍ଥିତ ଥିବା ହଜାର ହଜାର ପୁରୁଷ ମହିଳାମାନେ ବେଶ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ କୃଷ୍ଣଚନ୍ଦ୍ର ଜଗଦେବ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ କାମାକ୍ଷା ପ୍ରଧାନଙ୍କ ସହିତ ପ୍ରାଚୁର୍ଯ୍ଯ ହୋତା , ଗଙ୍ଗାଧର ଛାଟୋଇ, ସୁରଥ ବେହେରା , ଗୋବର୍ଦ୍ଧନ ବିଶ୍ବାଳ ଙ୍କ ସହିତ ନାରୀ ନେତ୍ରୀ ଚିନ୍ମୟୀ ରଥ,  ସତ୍ଯବାଦୀ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସତ୍ଯଭାମା ବେହେରା ଓ ପ୍ରୟାସ ପରିବାର ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ସଭାରେ ସତ୍ଯବାଦୀ ଏକ ସ୍ବାଭିମାନର ମାଟି,ପୁର୍ଣ୍ଯମାଟି ଏହି ମାଟିରେ କାହାରି ଗର୍ବ ଅହଙ୍କାର ରହିନାହିଁ । ଏଥର ସତ୍ଯବାଦୀ ରେ ଏକ ନୂଆ ଇତିହାସ ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। କାମାକ୍ଷା ପ୍ରଧାନ ତାଙ୍କ ପ୍ରଚାର ସମର୍ଥକ ମାନଙ୍କୁ ନେଇ ଦୁଆରକୁ ଦୁଆର ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିବାରୁ ଜଣାପଡିଛି। ଏବଂ ଶ୍ରୀ ପ୍ରଧାନ ଙ୍କ ସପକ୍ଷରେ ଭୋଟର ଆକୃଷ୍ଟ ହେଉଥିବା ର ଦେଖାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୫/୨୦୨୪--୮,୪୫ Sakhigopal News,18/5/2024

    Blog Archive

    Popular Posts