>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ସତ୍ୟବାଦୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶୁକଳ ଛକରୁ କେତକୀପାଟଣା ପଞ୍ଚାୟତ ପର୍ଯ୍ୟନ୍ତ ରୋଡ ଶୋ କଲେ




     ସାକ୍ଷୀଗୋପାଳ---  ନିର୍ବାଚନ ପ୍ରଚାର ଶେଷ ଦିନରେ ପୂର୍ବତନ କଂଗ୍ରେସ ପିସିସି ସଭାପତି ତଥା ସତ୍ଯବାଦୀର ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ବ୍ଳକ କଂଗ୍ରେସ ସଭାପତି ସୁବାସ ମହାପାତ୍ରଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ମନୋଜ ରଥ ତାଙ୍କର ସମର୍ଥକଙ୍କୁ ସାଙ୍ଗରେ ଧରି ଶୁଳକ ମେଳନ ପଡିଆରୁ ଏକ ମଟର ସାଇକେଲରେ ଶୋଭାଯାତ୍ରା କରିଥିଲେ । ସତ୍ୟବାଦୀ ଭୋଟର ମାନଙ୍କ ମନ ଏବେ ଛୁଇଁ  ପାରିଛନ୍ତି ମନୋଜ ରଥ। ହଜାରରୁ ଅଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନାରା ଦେଇ ଶୁକଳ, ମଧୁବନ, ଅଳଗୁମ, ନୂଆସୋମେଶ୍ୱରପୁର, ବୀରରାମଚନ୍ଦ୍ରପୁର, ଜୟପୁର, ପେଣ୍ଠପଡା , ବଳପୁର, ସାରଙ୍ଗଯୋଡି ଆଦି ପଞ୍ଚାୟତ ଦେଇ କେତକୀପାଟଣା ପଞ୍ଚାୟତ ଠାରେ ପହଞ୍ଚିଥିଲା । ସେଠାରେ ବିଧାୟକ ପ୍ରାର୍ଥୀ ମନୋଜ ରଥ ଭୋଟର ମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବଦେନ କରିଥିଲେ । ଅନ୍ୟ ପକ୍ଷେ ଏହି ମଟର ସାଇକେଲ ଶୋଭାଯାତ୍ରା ଯିବା ସମୟରେ ବିଭିନ୍ନ ଛକ ମାନଙ୍କରେ ମହିଳା ପୁରୁଷ ଓ ଯୁବକ ମାନେ ଶ୍ରୀ ରଥଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ତାଙ୍କ ସହିତ ଅଛନ୍ତି ବୋଲି ଜଣାଇଥିଲେ ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୩/୫/୨୦୨୪---୭,୧୦   Sakhigopal News, 23/5/2024

    Blog Archive

    Popular Posts