Breaking News

ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

 ଜଟଣୀ ---- ସୀତାରାମ ଛକରେ ଥିବା "କାହ୍ନl' ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ l ଯୁବତୀ ଜଣଙ୍କ ଏକ ପୁରୁଷ ବନ୍ଧୁ ସହ ଆସି ସ୍ୱାମୀ ,ସ୍ତ୍ରୀ ର ପରିଚୟ ଦେଇ ଲଜରେ ରହିଥିଲେ l ଏମାନେ ଦୁଇ ଜଣ ଜଗତସିଂହପୁରର ବୋଲି ଜଣା ପଡିଛି l ସ୍ଥାନୀୟ ପୋଲିସ ଶବକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୭/୨୦୨୩---୭,୨୫ Sakhigopal News,4/7/2023

Blog Archive

Popular Posts