Breaking News

ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ ରେଡ଼ ଡେ ପାଳନ


ଭଞ୍ଜନଗର-- ଗୁରୁବାର ଦିନ  ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ ରେଡ ଡେ ପାଳନ କରାଯାଇଛି । ଏହି ଆନୁକୁଲ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ଓ ଛାତ୍ରଛାତ୍ରୀ ନାଲି ରଙ୍ଗର ବସ୍ତ୍ର ପରିଧାନ କରିଥିଲେ  । ଡିଏଭି  ପରିସରକୁ ନାଲିରଙ୍ଗରେ ରଙ୍ଗାୟିତ କରାଯାଇଥିଲା ।ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉନ୍ମୋଚିତ କରିଥିଲେ ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ  ପ୍ରତିଯୋଗିତା  କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।ଈଈଡିପି ର ସମସ୍ତ ଶିକ୍ଷୟିତ୍ରୀ ଅତି ସୁନ୍ଦର ଭାବରେ  କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୩----୮,୩୫ Sakhigopal News,20/7/2023

Blog Archive

Popular Posts