Breaking News

ଦିବ୍ୟରଞ୍ଜନ ବିଶ୍ବାଳ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ


ସାକ୍ଷୀଗୋପାଳ ---  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର ଦିବ୍ୟରଞ୍ଜନ ବିଶ୍ବାଳ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ  କୃତକାର୍ଯ୍ୟ ହୋଇଛନ୍ତି। ୫୬ ସିରିଏଲ ରେ ରହିଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୭/୨୦୨୩---୧୦,୪୫ Sakhigopal News,31/7/2023

Blog Archive

Popular Posts