୫ ଟି ସଚିବଙ୍କ ନୟାଗଡ ଜିଲ୍ଲାଗସ୍ତକୁ ବିରୋଧ କରିବ କଂଗ୍ରେସ
ନୟାଗଡ--- ନୟାଗଡ ତ୍ରିନାଥ ଛକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଜାତୀୟ ଜିଲ୍ଲା କଂଗ୍ରେସ ପକ୍ଷରୁ ସଚିବଙ୍କରଅସାମ୍ବିଧାନୀକ ଗ୍ରସ୍ତ ଓ ଗଣତନ୍ତ୍ର ହତ୍ୟାକୁ ପ୍ରତିବାଦରେକଳା ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଏସ୍ସି ଙ୍କୁଜଣାଇଲେ ଜିଲା ସଭାପତି,ରଣଜିତଦାସଏହିପରି ଦଶପଲ୍ଲାରେ ସଚିବଙ୍କ ଗ୍ରସ୍ତକୁ ବିରୋଧ କରାଯିବାନେଇ ବିଜେପି ନେତା ରାଘବ ମଲିକଙ୍କ ସାମ୍ବାଦିକ ସମ୍ମିଳନୀ କରିଥିବାର ଜଣାପଡିଛି
। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୭/୨୦୨୩---୯,୪୫ Sakhigopal News 19/7/2023