Breaking News

ଆଞ୍ଚଳିକ ବନ ସଂରକ୍ଷକଙ୍କୁ ବ୍ରହ୍ମପୁର ଯାଇ ଭେଟିଲେ ବନପ୍ରେମୀ



 
ଭଞ୍ଜନଗର---ଆଞ୍ଚଳିକ ବନସଂରକ୍ଷକ ବ୍ରହ୍ମପୁର ମଣ୍ଡଳ  ଭାରତୀୟ ବନ ସେବା ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ ଙ୍କୁ ଆଜି ବ୍ରହ୍ମପୁର କାର୍ଯ୍ୟଳୟକୁ ଯାଇ  ଉତ୍ତର ଘୁମୁସର ବନଖଣ୍ଡର  ବନପ୍ରେମୀ  ଶୂଳପାଣି ଶତପଥୀ ଓଲୋକନାଥ ଆଚାର୍ଯ୍ୟ ଶୁକ୍ରବାର ଦିନ ଭେଟିଛନ୍ତି  ।  ଉତ୍ତର ଘୁମୁସର ବନଖଣ୍ଡ ଉପରେ ସୌଜନ୍ୟ ମୁଳକ ସାକ୍ଷାତ୍ କରି ଫେରିଥିବା ଗଣମାଧ୍ୟମକୁ କହିଛନ୍ତି ଶୂଳପାଣି। ସାକ୍ଷାତ୍ ସମୟରେ ଉତ୍ତର ବନଖଣ୍ଡ ଅଧିନରେ ଥିବା ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ଓ ଚାରାରୋପଣ ଅଗ୍ରଗତି, ବନସୁରକ୍ଷା ସମିତି ସହ ବନବିଭାର ସହଯୋଗ ଓ ହାତୀମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିବା ସମାଜସେବୀ ଶୂଳପାଣି ଶତପଥୀ କହିଛନ୍ତି ।  ଉତ୍ତର ଘୁମୁସର ବନଖଣ୍ଡକୁ ଆସି ଆଗ୍ରହୀ  ବନପ୍ରେମୀ ଓ ପରିବେଷ ବିତି୍ମାନଙ୍କ ସହ ସାକ୍ଷାତ୍ କରି ଆଲୋଚନା କରିବା ପାଇଁ  ଅନୁରୋଧ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୭/୨୦୨୩ -----୯,୨୫ Sakhigopal News 21/7/2023

Blog Archive

Popular Posts