Breaking News

>>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ
  • ବର୍ଷା ଓ ପବନ ଯୋଗୁଁ ଗଛ ପଡି ୨ ଘ ଣ୍ଟା ରାସ୍ତା ଅବରୋଧ


     ଭଞ୍ଜନଗର---ଶୁକ୍ରବାର ମଧ୍ୟାହ୍ନ ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ୨ଘଣ୍ଟ କୁଲାଡ଼--ଦଶପଲ୍ଲା  ରାସ୍ତାରେ ଗଛ ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା  । ଯାହା ଫଳରେକି ଗାଡି ଗୁଡିକ ରାସ୍ତା ର ଦୁଇ ପାର୍ଶ୍ବରେ ଅଟକି ରହିଥିବା ଫଳରେ ଯାତାୟତ ଠପ ହେଇଥିଲା ।ଏପଟେ ମୌସୁମି ବିଳମ୍ବରେ ପହଞ୍ଚିଥିଲା।ଯାହାକି ଚାଷି ଚାଷ କାମ କରିବାପାଇଁ ଆକାଶକୁ ଚାହିଁ ବସିଥିଲା । ଶୁକ୍ରବାର ମଧ୍ୟାହ୍ନରେ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁଁ ରାସ୍ତା ଉପରେ ଗଛ ପଡିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ରାସ୍ତା ସଫା କରାଯାଇଥିଲା।ଅଟକ ରହିଥିବା ଯାନବାହନ ଗୁଡିକ ଯାତାୟତ ହେଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୭/୨୦୨୩-----୧୦,୩୫ Sakhigopal News,21/7/2023

    Blog Archive

    Popular Posts