ବାଙ୍କୀ ରେ ମାତିଛନ୍ତି ମିଡ଼ିଆ ଦଲାଲ
ବାଙ୍କୀ --ବାଙ୍କୀ ଅଞ୍ଚଳରେ କିଛି ଜଣାଶୁଣା ବୈଦୁତିକ ଗଣମାଧ୍ୟମ ଏବେ ଚର୍ଚ୍ଚା କୁ ଆସିଛନ୍ତି। କିଏ ବାଲି ମାଫିଆ ଭାବରେ ପରିଚିତ ତ କିଏ ପୂର୍ବରୁ ମଦମାଫିଆ ସାଙ୍ଗରେ ଜଡିତ ଥିବା ସୂଚନା ମିଳିଛି । ପ୍ରମୁଖ ବୈଦୁତିକ ଗଣମାଧ୍ୟମ ରେ ଥିବା ସାମ୍ବାଦିକ ଜଣକ ନିଜ ମା କୁ ପଚାରୁ ନଥିବା ସାମାଜିକ ଗଣମାଧ୍ୟମ ରୁ ମିଳିଛି ସୂଚନା। ନିଜ ମାଙ୍କ ର ପେନସନ ଟଙ୍କା ଉଠେଇ ବାଙ୍କୀ ରେ ରହୁଥିବା ଜଣେ ବିଧବା ନାରୀ ସହ ରାତି ବିତାଉଥୁବା ସାଧାରଣ ରେ ଚର୍ଚ୍ଚା ହେଉଛି । ଅନ୍ୟ ଜଣେ ପୂର୍ବରୁ ମଦ ବୋହୁଥିବା ଏବଂ 102ଆମ୍ବୁଲାନ୍ସ ଚଳାଉଥିବା ସହ ମଦ ପିଇ ରାଜରାସ୍ତାରେ ବୁଲୁଥିବା ନଜରକୁ ଆସିଛି. । ଅନ୍ୟ ଜଣେ ସାମ୍ବାଦିକ ନିଜ ଘର ବାଙ୍କୀ ବ୍ଲକ ରେ ହୋଇ ନଥିବା ବେଳେ ଶୁଣା ଯାଉଛି ପୂର୍ବରୁ ଗଞ୍ଜେଇ ବିକୁଥିବା ଅପରାଧ ରେ 8ଦିନ ଜେଲ ଯାଇଥିବା ଶୁଣିବାକୁ ମିଳେ । ତେବେ ଏଠି ପ୍ରଶ୍ନ ଉଠୁଛି ନିଶା ବେପାରୀ ଘରର ପିଲ୍ଲା ଯଦି ସାମ୍ବାଦିକ ହୁଅନ୍ତି ତାହେଲେ ବାଙ୍କୀର ଭାଗ୍ୟ କଣ ହେବ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୪/୭/୨୦୨୩----୧୦,୧୫ Sakhigopal News,24/7/2023