Breaking News

ବାପା ଥାନା ଅଧିକାରୀ ପୁଅ ଓଏଏସ

 
 
କନ୍ଧମାଳ --- କନ୍ଧମାଳ ଜିଲ୍ଲା  ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରି ପ୍ରଧାନଙ୍କ ଜ୍ୟୋଷ୍ଠ ପୁତ୍ର ସପ୍ରତିଭ ପ୍ରଧାନ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ  ୨୩୨ ରାଙ୍କ  ରଖି ସଫଳତା ହାସଲ କରିଛନ୍ତି । ପୁଅର ଏହି ସଫଳତା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରୁଥିବା ବେଳେ  ନିଜର ସମ୍ପର୍କିୟ ,ବନ୍ଧୁ ବାନ୍ଧବ ଓ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ  ଠାରୁ ଶୁଭେଚ୍ଛା ର   ସୁଅ ଛଟିଛି । ପୁଅର ସଫଳତା ପାଇଁ ପ୍ରଥମେ ଈଶ୍ୱରଙ୍କୁ ଓ ପୁଅର କଠିନ  ଅଧ୍ୟବସାୟ  କୁ ଶ୍ରେୟ ଦେଇଛନ୍ତି ଶ୍ରୀ ପ୍ରଧାନ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୭/୨୦୨୩----୯,୫୫ Sakhigopal News,31/7/2023

Blog Archive

Popular Posts