ପ୍ରକୃତି ସଂରକ୍ଷଣ ଦିବସ ରେ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ପାଇଁ ଆହ୍ୱାନ ଦେଲେ ପ୍ରକୃତିମିତ୍ର
ଡେଲାଙ୍ଗ -----:ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ଡେଲାଙ୍ଗ ପକ୍ଷରୁ ପ୍ରକୃତିମିତ୍ର ଆଇନଜୀବୀ ତଥା" ଗଛ ହସିଲେ ଜଗତ ହସେ 'ପୁସ୍ତକ ର ସ୍ରଷ୍ଟା ହୃଷୀକେଶ ପାଢ଼ୀ ପ୍ରକୃତି ସଂରକ୍ଷଣ ଦିବସ ରେ ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଆହ୍ୱାନ ଦେଇଛନ୍ତି | ବିଲୁପ୍ତର ଦ୍ୱାରଦେଶରେ ଥିବା ଉଦ୍ଭିଦ ଓ ପ୍ରାଣୀଜଗତକୁ ବଞ୍ଚାଇବା ହେଉଛି ଏହି ଦିବସ ପାଳନ ର ମୂଳଲକ୍ଷ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଆଜିର ଦିନରେ ଚାରା ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ |ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୭/୨୦୨୩----୯,୪୫ Sakhigopal News,29/7/2023