ରେମଣ୍ଡା ସେବା ସମବାୟ ସମିତି ଲି ର ନବନିର୍ବାଚିତ ଉପଦେଷ୍ଟା ମଣ୍ଡଳୀ ର ବୈଠକ
Meeting of the newly elected Advisory Council of Ramanda Seva Samaya Samiti Lee
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସେବା ସମବାୟ ସମିତି ଲି ର ନବନିର୍ବାଚିତ ଉପଦେଷ୍ଟା ଓ ସଭାପତି ଶିବ ପ୍ରସାଦ ଖମାରୀ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଜଣ ସଦସ୍ୟ ମଧ୍ୟ ରୁ ୧୩ ଜଣ ଉପସ୍ଥିତ ରହି ଥିଲେ। ଏହି ବୈଠକରେ ଭାରପ୍ରାପ୍ତ ସମ୍ପାଦକ ଶିବ ଭୋଇ ପୂର୍ବବର୍ଷ ର ବାଷିର୍କ ବିବରଣୀ ପାଠ କରିଥିଲେ। ନୂତନ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବୈଠକରେ ପୁର୍ବ ବର୍ଷ ର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।ଆଗାମୀ ଚାଷ ଧାନବିକ୍ରି ର ପଂଜିକରଣ, ଚାଷୀ ମାନେ ସୁବିଧା ରେ ସରକାରୀ ମୂଲ୍ଯ ଧାନ ବିକ୍ରି, ସାର କିପରି ସୁବିଧା ପାଇପାରିବେ, ଗୋଦାମ ଗୃହ ନିର୍ମାଣ, ପୁରୁଣା ଗୋଦାମ ଗୃହ ର ମରାମତି, କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ ଚାଷୀ ଙ୍କର ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା। ପରିଶେଷରେ ସମ୍ପାଦକ ଶିବ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୮/୨୦୨୨-----୮,୨୦ Sakhigopal News,4/8/2022