Breaking News

ବର୍ଣି ବୁଢ଼ା ସୁରକ୍ଷା କର୍ମୀ ମାନଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ




ବଲାଙ୍ଗୀର----  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କେଦ୍ର ସରକାରଙ୍କ ଅଧିନରେ ଗୋଲା ବାରୁଦ କାରଖାନା ର ବର୍ଣିବୁଢା ଘରେଇ ସିକ୍ଯୁରିଟି ସଂଘ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସାଇଁତଲ ପୋଲିସ ଷ୍ଟେସନ ସମ୍ମୁଖ ରୁ ବାଇକ ଯୋଗେ ତ୍ରିରଙ୍ଗା ପତକା ଧରି ଦେଶ ପ୍ରେମୀ ନାର ଦେଇ ଏକ ଶୋଭାଯାତ୍ରା ବାହାରିଥିଲା । ସୁରକ୍ଷା କର୍ମୀ ମାନେ ସ୍ୱାଧୀନତା ୭୫ ତମ ସ୍ୱାଧୀନତା ପୁରିଥିବା ବେଳେ ମହାପୁରୁଷ ମାନଙ୍କୁ  ମନେ ପକାଇଥିଲେ । ଏହି ସଭାର ନେତୃତ୍ୱ ନେଇଥିଲେ ଅଧିକାରୀ ବିଷୁ ଭୂଷଣ ଭୋଇ ,ସଭାପତି ମନରଞ୍ଜନ ଭୋଳ , ସମ୍ପାଦକ ଅଶୋକ କୁମାର ସାହୁ ଓ ସହ ସଭାପତି ସୁରେନ୍ଦ୍ର ମହାନନ୍ଦ ।


ସାଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୫/୮/୨୦୨୨---୧୨,୫୫   Sakhigopal News,15/8/2022

Blog Archive

Popular Posts