ଷ୍ଟେଟ ବ୍ୟାଙ୍କ ଏ ଟିଏମ,ଗାଈ ଗୋରୁ ଙ୍କ ଆଡ୍ଡା ସ୍ଥଳୀ
ନୟାଗଡ----ନୟାଗଡ ଜିଲ୍ଲାର ଗଣିଆ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏ ଟି ଏମ ଟି ଗାଈଗୋରୁ ମାନଙ୍କ ଆଡାସ୍ଥଳୀ ପାଳଟିଛି । ଏହି ଏ ଟି ଏ ମ ସିନା ଲୋକ ମାନେ ଟଙ୍କା ଉଠାଇବା ପରିବର୍ତ୍ତେ ଗାଈଗୋରୁ ମାନଙ୍କ ପାଇଁ ଏଟିଏମ ହୋଇଛି । କିନ୍ତୁ ଲୋକଙ୍କ ବଦଳରେ ଗାଈ ଗୋରୁଙ୍କ ଅବାଧପ୍ରବେଶ ଘରଭିତରେ ହୋଇଛି।ବ୍ୟାଙ୍କର କୌଣସି ନିରାପତ୍ତା ନ ଥିବାରୁ ଏଭଳି ଦେଖା ଯାଉଛି ।ଏଣୁ ଏ ଦିଗରେ ବ୍ୟାଙ୍କ ଉଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୩/୮/୨୦୨୨ ---୫,୪୦
Sakhigopal News,13/8/2022