Breaking News

ଭୁବନେଶ୍ୱର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ୨ ଭାଇ ଓ ଅଭିଯୁକ୍ତଙ୍କୁ ମାରିବା ଅଭିଯୋଗରେ ୫ ଗିରଫ



ଭୁବନେଶ୍ୱର --- ଭୁବନେଶ୍ୱର ସି ଆର ପି ଛକ  ହତ୍ୟାକାଣ୍ଡ  ଘଟଣାରେ  ଅଭିଯୁକ୍ତ ଦୁଇଭାଇଙ୍କ  ସମେତ  ଘଟଣା  ସ୍ଥଳରେ  ପୋଲିସ ଗାଡି  ଭଙ୍ଗାରୁଜା ,ମହିଳା ପୋଲିସ  ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ  ଅଭିଯୁକ୍ତଙ୍କୁ  ପୋଲିସଠାରୁ ବଳପୂର୍ବକ  ଛଡାଇ  ନେଇ ଆକ୍ରମଣ କରିଥିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଏ ନେଇ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶାଙ୍କର ଦାଶ ।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି ,୭/୩/୨୦୨୧---୭--୨୦

Blog Archive

Popular Posts