Breaking News

ସତ୍ୟବାଦୀର ଯୁବ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ


  ସାକ୍ଷୀଗୋପାଳ ---  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଯୁବ ସାମ୍ବାଦିକ ଭାବେ ଅମର ଶତପଥୀଙ୍କୁ ଭୁବନେଶ୍ୱର ବି,ବି ଏମ ଟିଭି ଅଫିସ ପକ୍ଷରୁ ତାଙ୍କ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ସେ ସତ୍ୟବାଦୀ ଓ ପୁରୀ, ପିପିଲି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ମଧ୍ୟ ସମ୍ମାନୀତ ହୋଇଛନ୍ତି । ସେ ଏବେ ଅର୍ଗସ୍ଥ  ଓ ସତ୍ୟବାଦୀ ଖବର ସୋସିଆଲ ମିଡିଆରେ କାମ କରି ବେଶ ପରିଚିତ ହୋଇଛନ୍ତି । ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହ ସମାଜସେବା କରି ଆସୁଛନ୍ତି ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧---୫,୧୫

Blog Archive

Popular Posts