Breaking News

ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସି ପି ଆଇ ର ବିକ୍ଷୋଭ


ଭୁବନେଶ୍ୱର----ପେଟ୍ରୋଲ  ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ପକ୍ଷରୁ ଭୁବନେଶ୍ୱର ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିପିଆଇ ପକ୍ଷରୁ ମାଷ୍ଟେର କ୍ୟାଣ୍ଟିନ ଛକରୁ  ଏକ ଶୋଭାଯାତ୍ରାରେ ବାହାରି   ରାଜମହଲ ଛକ ପଯ୍ୟନ୍ତ  ଯାଇଥିଲା । ଏଥିରେ ସପିଆଇ ର କର୍ମୀ ମାନେ ସାମିଲ ହୋଇଥିଲେ  । ସିପିଆଇ ନେତା ସୁର ଜେନା କହିଥିଲେ ଏହି ମହାମାରୀ ସମୟରେ ଗ୍ୟାସ ର ମୂଲ୍ୟ  50ଟଙ୍କା ବଢ଼ି ଥିବା ବେଳେ ପେଟ୍ରୋଲ ର ଦର ମଧ୍ୟ୍ୟ ବଢ଼ିଛି  ଯାହା ଲୋକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡିଛି। ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ନିଷ୍ପତି କୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ଜେନା କହିଥିଲେ । ଧୀରେନ୍ଦ୍ର ସେନାପତି,୪/୧୨/୨୦----୬,୧୦

Blog Archive

Popular Posts