ହରିସହଦେବ ମନ୍ଦିରରେ ଗୀତା ଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ବଳପୁର ଗ୍ରାମରେ ଥିବା ହରିସହଦେବ ମନ୍ଦିର ପ୍ରାଙ୍ଗଣରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ଧୁଳି ମହାପାତ୍ର, ଗୋବିନ୍ଦ ମହପାତ୍ର, ପ୍ରଫୁଲ ଚନ୍ଦ୍ର ମିଶ୍ର, ରବି ଶତପଥୀ ନରେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ-୧୯ ଆଇନ ଅନୁଯାୟୀ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଯଜ୍ଞରେ ୧୮ ଅଧ୍ୟାୟ ଗୀତା ପାଠ କରାଯିବା ସହ ଆହୁତି ପ୍ରଦନା କରାଯାଇଥିଲା । ଅପରାହ୍ନରେ ପୂଣ୍ର୍ଣାହୁତି ପ୍ରଦାନ କରାଯିବା ପରେ ଉପସ୍ଥିତ ଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ବିତରଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୦----୧୦,୪୦