ଡିସେମ୍ବର ୨୯ରେ ଖୋଲିବ ବିରଜା ମନ୍ଦିର
ଯାଜପୁର----ଡିସେମ୍ବର ୨୯ରେ ଖୋଲିବ ବିରଜା ମନ୍ଦିର । ମାତ୍ର ଭକ୍ତଙ୍କ ଗହଳିକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ଜାନୁଆରୀ ୧ରୁ ୩ ତାରିଖ ବନ୍ଦ ରହିବ ମନ୍ଦିର ।କୋଭିଡ କଟକଣା ମାନି ଦର୍ଶନ କରିବେ ଭକ୍ତ ।ଏଥିଲାଗି ବାରିଗେଟ ଲଗା ଯାଇଅଛି । ଜଣ ଜଣ କରି ଦର୍ଶନ କରି ପାରିବେ । ମନ୍ଦିର ଭିତରେ କୌଣସି ବିବାହ କାମ କରା ଯିବ ନାହିଁ । ସକାଳ ୫ଟା ରୁ ସନ୍ଧ୍ୟା ୫ଟା ପଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଯାଜପୁର ଜିଲ୍ଲାପାଳ ନିଦ୍ଧେଶ ଜାରି କରିଛନ୍ତି ।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ, ୨୬/୧୨/୨୦୨୦----୬,୨୦