Breaking News

ଅଲଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଗଠନ ପକ୍ଷରୁ ଧାରଣା ମଞ୍ଚ ଜାରି

 ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତର ବାଲିହୁଙ୍କା ଗ୍ରାମରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦୁର ସଂଗଠନ ତରଫରୁ ଏକ ସଭା ଅନୁଷ୍ଠିତ କାରାଯିବା ସହ  ସେଠାରେ ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ,ଘରୋଇ ମଣ୍ଡି ଆଇନ,ଚୁକ୍ତି ଚାଷ ଆଇନ ରଦ୍ଦ କରିବା ଦାବି ଆଣି ଏହି ଧାରଣା ମଞ୍ଚ ଜାର ି ରହିଥିବା କ୍ରମେଡ୍ ଟୁକୁନା ବେହେରା,ତ୍ରିନାଥ ପ୍ରଧାନ,ପିଏନ୍ ପଣ୍ଡା ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିିଥିଲେ । କେନ୍ଦ୍ର ବିଜେପି ସରକାର ଏହି ତିନି ଆଇନକୁ ରଦ୍ଦ ଓ ବାତିଲ ଦାବି କରି ଧାରଣା ମଞ୍ଚ ଜାରି ରହିଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,


୩୧/୧୨/୨୦୨୦---୯,୫୫

Blog Archive

Popular Posts