Breaking News

ଜଟଣୀର ଝିଅ ମିସ୍ ଇଣ୍ଡିଆ ୨୦୨୦ ଚମ୍ପିଆନ


 ଡେଲାଙ୍ଗ-----  ଜଟଣୀର ଝିଅ ମିସ୍ ଇଣ୍ଡିଆ ୨୦୨୦ ଚମ୍ପିଆନ ହୋଇଛନ୍ତି ।ଜଟଣୀ ପାଇଁ ଗର୍ବ ଓ ଗୌରବ ହାସଲ କରିଛନ୍ତି । ତାଙ୍କ ନାମ ପ୍ରିୟଙ୍କା ମହାପାତ୍ର । ସେ ବିଭୁତି ମହାପାତ୍ର ଙ୍କ ଝିଅ ଅଟନ୍ତି । ଗୋପବନ୍ଧୁ ନଗର ଜଟଣୀ ରେ ସେ ରହୁଛନ୍ତି । ମାତ୍ର ତାଙ୍କ ପୈତୃକ ଘର ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଡେଲାଙ୍ଗକୋଠବାଡ ଗ୍ରାମର ବୋଲି ଜଣାପଡ଼ିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ୩/୧୨/୨୦୨୦_----- ୧୦,୪୦

Blog Archive

Popular Posts