ପରୀକୁ ନ୍ୟାୟ ଦାବିରେ ବାଣୀବିହାର ଛାତ୍ରସଙ୍ଘ ପକ୍ଷରୁ ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ
ଭୁବନେଶ୍ୱର------ ରାଜ୍ୟର ଏକ ଚର୍ଚ୍ଚିତ ଘଟଣା ପରି ଭଳି ଏକ ଛୋଟ ଶିଶୁର ହତ୍ୟା କୁ ରାଜ୍ୟ ସରକାର 5 ମାସ ହେବ ଚପେଇ ଦେବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ଆଗ ଧାଡିର ମନ୍ତ୍ରୀ ଅରୁଣ ସାହୁ ପରି ହତ୍ୟା ସହ ସମ୍ପୃକ୍ତି କୁ ନେଇ ବାଣୀ ବିହାର ଛାତ୍ରସଙ୍ଘ ତରଫରୁ ତୀଵ୍ର ନିନ୍ଦା କରାଯାଇଛି । ଏହା ସହ ଘଟଣା ର ସିବିଆଇ ତଦନ୍ତ ଦାବି କରାଯାଇଛି। ଛାତ୍ର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଧୀରେନ୍ଦ୍ର ସେନାପତି,୩/୧୨/୨୦୨୦---- ୮,୩୦