Breaking News

ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ


ସାକ୍ଷୀଗେ।।ପଳ ---- ରାଜ୍ୟରେ କରୋନା ପାଇଁ ଲକ ଡାଉନ ଜାରି ହୋଇଛି । ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ଅନ୍ୟ ପକ୍ଷେ ଶିକ୍ଷା ଦିନ କମି  କମି ଯାଉଛି । ପିଲା ମାନଙ୍କର ଶିକ୍ଷା ପ୍ରତି ଯେପରି ଅସୁବିଧା ନ ହୁଏ ସେଥିପ୍ରତି ରାଜ୍ୟ ସରକାର ନଜର ଦେଇଛନ୍ତି । ବିଭିନ୍ନ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ପହଞ୍ଚାଇବା ସହ ପିଲାଙ୍କ ପାଖରେ ଲକ ଡାଉନ ସମୟରେ ସେମାନଙ୍କ ପାଖରେ ପାଠ୍ୟ ପୁସ୍ତକ ଯୋଗାଇ ଦେଇଛନ୍ତି ବ୍ଳକ ଶିକ୍ଷା ଅଧିକାରୀ । ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେ ମୋଟ ୯ ଜଣ ଛାତ୍ରଛାତ୍ରୀଙ୍କୁ   ଶିକ୍ଷକ ଶିଖର ବେହେରା ପାଠ୍ୟ ପୁସ୍ତକ ଓ ସାନିଟାଇଜର ବଣ୍ଟନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts