Breaking News

ଡେଲାଙ୍ଗ ପୋଲିସ ୮ ଲକ୍ଷ ୯୬ ହଜାର ଟଙ୍କା ଜବତ କଲା

ଡେଲାଙ୍ଗ---- ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷତା କରିବା ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଓ ଗଠନ କରାଯାଇଥିବା ପ୍ଳାଇଙ୍ଗି ସ୍କାର୍ଡର ମିଳିତ ଚଡଉ ଜାରି ରହିଛି । ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ରାଡୁଅ ଛକ ଠାରେ ବିଭିନ୍ନ ଗାଡି ମଟର ଯାଞ୍ଚ ସମୟରେ ଏକ ସ୍କପିଓ ଗାଡିରୁ ୯ ଲକ୍ଷ ୯୬ ହଜାର ଟଙ୍କା ଜବତ କରାଯାଇଛି । ଗାଡିରେ ଥିବା କଣାସ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏ ଟଙ୍କା ଜବତ କରାଯାଇଛି । ଏବଂ ତଦନ୍ତ ଜାରି ରହିଛି ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts