ଡେଲାଙ୍ଗରେ ବିଜେପି ତାର ପ୍ରଚାର ଜୋର କରିଲା
ଡେଲାଙ୍ଗ--- ପିପିଲି--ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରାର୍ଥୀ ତାଙ୍କର ଶତାଧିକ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାରକୁ ଜୋର କରିଛନ୍ତି । ଆଜି ଡେଲାଙ୍ଗ ବ୍ଳକର -ଅଭୟମୁଖୀ, ଧାନକେରା, ବେରବୋଇ, ଗୁଆଳିପଡା, ଜେନାପୁର ଶ୍ରୀପୁରୁଷୋତ୍ତମପୁର ଆଦି ଗ୍ରାମ ପଞ୍ଚାୟତ ଗୁଡିକରେ ନିଜ ସପକ୍ଷରେ ପ୍ରଚାର କରିଥିଲେ । ବିଶେଷ କରି କେନ୍ଦ୍ର ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନା ସର୍ମ୍ପକରେ ପ୍ରଚାର କରିଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି