Breaking News

>>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ତେଇଶିପୁର ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରଚାର ଯୋରକଲା

    ପିପିଲି--- ପିପିଲି ବ୍ଳକର ତେଇଶିପୁର ଗ୍ରାମ ପଞ୍ଚାୟତରେ ବିଜେଡି ଦଳ  ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ବିଶେଷ କରି ବିଧାୟକ ଓ ଏମପି ରୋଡ ଶୋ କରିକି ଯିବା ପରେ ପଞ୍ଚାୟତ ସ୍ତରୀୟ ନେତା ମାନେ ଏବେ ନିଜ ନିଜ ପଞ୍ଚାୟତରେ କିପିର ଅଧିକରୁ ଅଧିକ ଭୋଟ ବିଜେଡି ଦଳର ହେବ ସେ ନେଇ ପ୍ରଚାର ଜାରି ରଖିଛନ୍ତି । ଘରକୁ ଘର ବୁଲି ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବା ବିଭିନ୍ନ ଯୋଜନାରେ ସାମିଲ କରାଯାଇଥିବା ସମ୍ପର୍କେ ଲୋକମାନଙ୍କୁ ମନେ ପକାଇ ଦେଇଥିଲେ  । ଯେପରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବଦେନ କରୁଥିବା ଦେଖାଯାଇଛି ।  ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର ଦାଶ, ସମିତିସଭ୍ୟ ତଥା ବିଜେଡର ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରଚାର କମିଟିର ଅଧ୍ୟକ୍ଷ ଧରିଣୀଧର ସାହୁ, ମହିଳା ନେତ୍ରୀ ଉମାମଣି ରଥ, ଯୁବ ସଂଗଠକ ଜିତେନ୍ଦ୍ର ରଥ ଓ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ସହ ଶତାଧିକ ବିଜେଡି ପୁରୁଷ , ମହିଳା କର୍ମୀ ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
    ପିପିଲିରୁ ବିଜୟ କୁମାର ମହାପାତ୍ର


    Blog Archive

    Popular Posts