ସାକ୍ଷୀଗୋପାଳରେ ମଙ୍ଗଳବାର ଦିନ ବିଦ୍ୟୁତ କାଟ
ସାକ୍ଷୀଗୋପାଳ--- ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ସମସ୍ତ ବିଦ୍ୟୁତ ଗ୍ରାହକ ମାନଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ ଡାକବାଜି ଯୋଗେ ଜଣାଇ ଦିଆଯାଇଛିକି ମଙ୍ଗଳବାର ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ । ୩୩ କେବିର ମରାମତି ରକ୍ଷଣ ବେକ୍ଷଣ ନିମନ୍ତେ ବିଭାଗ ପକ୍ଷରୁ ଏହି ନିସ୍ପତି ଗ୍ରହଣ କରାଯାଇଥିବା ମନୋଜ ସେନାପତିଙ୍କ ଠାରୁ ପ୍ରକାଶ । ଏଣୁ ସମସ୍ତ ବିଦ୍ୟୁତ ଗ୍ରାହକ ମାନେ ସହଯୋଗ କରିବା ପାଇଁ କୁହାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି