ଡେଲାଙ୍ଗ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ
ଡେଲାଙ୍ଗ ---ଡେଲାଙ୍ଗ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆଜି ଡେଲାଙ୍ଗ ହାଟ ବଜାର ଓ ବାୟାବଜାର ସହିତ ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ କରାଯାଇଛି । ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ରେ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେଥିପାଇଁ ସ୍ୱତନ୍ତ ନଜର ରଖାଯାଇଛି । ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ୱବଧାନରେ ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାକୟ ଆଜି ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ ଫୋର୍ସ ନେଇ ପ୍ଳାର୍ଗମାର୍ଚ୍ଚ କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି