Breaking News

କଂଗ୍ରେସ ଦଳ ପକ୍ଷରୁ କଣାସରେ ରୋଡ ଶୋ

 କଣାସ--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଳକରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ଓ ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ତାଙ୍କର ଶତାଧିକ କଂଗ୍ରେସ କର୍ମୀ ମାନଙ୍କ ସହ ରୋଡ ଶୋ କରିବା ସହିତ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିବାର ଦେଖାଯାଇଥିଲା  । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ ପ୍ରସାଦ ହରିଚନ୍ଦନଙ୍କୁ ଜିତାଇବା ପାଇଁ ଲାଗିପଡିଥିବା ଜଣାପଡିଛି । ମାତ୍ର କଂଗ୍ରେସ ଦଳ ଏ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରକୁ ସେପରି ଜୋର ଦାର କରି ନାହିଁ ବା କୌଣସି ହେବିୱାଟେ ନେତାଙ୍କୁ ଆଣି ପ୍ରଚାରରେ ସାମିଲ କରିନଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts