Breaking News

ବିଜେଡି ଯୁବ ଗୋଷ୍ଠୀ ଘରକୁ ଘର ବୁଲିଲେ

ଡେଲାଙ୍ଗ  ---ଡେଲାଙ୍ଗର ଗୁଆଳିପଡା ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ସଂଗଠକ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ଯୁବକ ଘର ଘର ବୁଲି ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ଲୋକମାନଙ୍କୁ ବୁଝାଇବା ସହ କେନ୍ଦ୍ରରେ ବିଜେପି ସରକାର କିପିର ଓଡିଶା ପ୍ରତି ବୈମାତୃକ ମନେଭାବ ରଖିଛନ୍ତି ତାହା ବଖାଣିଥିଲେ  । ଗୁଡୁପାଇଲୋ, ବୋଳକଣା, ପାଟପୁର, ମାଛପଡା, ଗୁଆଳିପଡ, ମଢ଼, ପଞ୍ଚୁପଲ୍ଲା ଆଦି ଗ୍ରାମ ଗୁଡିକରେ ଘରକୁ ଘର ବୁଲି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିବାର ଦେଖାଯାଇଥିଲା  । ବିଶ୍ୱନାଥ ସାହୁ, ଅନୀଲ କୁମାର ଜେନା ସହଯୋଗ କରିଥିଲେ
  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive