Breaking News

ବେରବୋଇ ଗାନ୍ଧୀପୀଠରୁ କଂଗ୍ରେସ ପ୍ରଚାର ଆରମ୍ଭ

ଡେଲାଙ୍ଗ ----- କଂଗ୍ରେସ ଦଳର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟଜିତି ନାୟକ ଆଜି ସକାଳେ ଡେଲାଙ୍ଗ  ବେରବୋଇ ଗାନ୍ଧୀପୀଠରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  । ଗାନ୍ଧୀଙ୍କ ଆର୍ଶିବାଦ ନେଇ ନିର୍ବାଚନ ପ୍ରଚାରରେ ଯାଇଥିଲେ  । ତାଙ୍କ ସାଙ୍ଗରେ ପିପିଲି ଓ ଡେଲାଙ୍ଗ ବିଧାନସଭା ପ୍ରାର୍ଥୀ ଅଜିତ ମଙ୍ଗରାଜ ଓ ଶତାଧିକ ଦଳୀୟ କର୍ମୀ ମାନଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାରରେ ଯାଇଥିଲେ  । ମଣିଜିପୁର, ବୋଳକଣା, ଗୁଡପାଇଲୋ ଦେଇ ଅଭୟମୁଖୀ ଓ ଧାନକେରା ଗ୍ରାମ ପଞ୍ଚାୟତ ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ସମୟରେ କରାଯାଇଥିବା ଦୁର୍ନୀତି ସମ୍ପର୍କରେ ଲୋକମାନଙ୍କୁ କହିଥିଲେ  । ଏଣୁ କଂଗ୍ରେସ ଦଳକୁ ଜିତାଇବା ପାଇଁ ସେ ନିବଦେନ କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts