Breaking News

ରକ୍ତଦାନ ଶିବିର ଅନୁଷ୍ଠିତ ହେବ

 ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଭାରତ ବିକାଷ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ବୁଧବାର ଦିନ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ । ସାକ୍ଷୀଗୋପାଳ ପଞ୍ଚସଖା ମଣ୍ଡପ ତଥା ବସଷ୍ଠାଣ୍ଡ ନିକଟରେ କେଶରୀ ନଂସିଙ୍ଗ ହୋମ ପରିସରରେ ଅନୁଷ୍ଠିତ ହେବ । ଯେଉଁ ମାନେ ରକ୍ତଦାନ କରିବା ପାଇଁ ଇଛା ପ୍ରକାଶ କରୁଛନ୍ତି ସେମାନେ ବୁଧବାର ସକାଳେ ରକ୍ତ ଦାନ ଶିବିରରେ ଯୋଗଦେବାକୁ ଶିକ୍ଷକ ସତ୍ୟବାଦୀ ଦାଶ ନିବଦେନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts