Breaking News

ବରୀ ବ୍ଳକରେ କେତେକ ମତଦାନ କେନ୍ଦ୍ରରେ ଜୋର ଜବରଦସ୍ତ ଭୋଟ ଦେଇଥିବା ଅଭିଯୋଗ

 ସାକ୍ଷୀଗୋପାଳ --- ବରୀ ବ୍ଳକର ୧୫୮ ଓ ୧୬୨,୧୬୩ ଓ ୧୬୪ ନଂ ମତଦାନ କେନ୍ଦ୍ର ଗୁଡିକରେ  ମତଦାନ ସମୟରେ ଗେଟ ବନ୍ଦ କରି ଜୋର ଜବରଦସ୍ତ ଭୋଟ ଦେଉଥିବା ଅଭିଯୋଗ ମାନ ହୋଉଛି  । ଅନ୍ୟ ପକ୍ଷେ ବୁଥରେ ସମସ୍ତ ଏଜେଣ୍ଟ ଓ ପୋଲିସ ବାହିନୀ ସଜାଗ ରହିଥିଲେ ମଧ୍ୟ ସେପରି କୌଣସି ଅଭିଯୋଗ ହୋଇଥିବା ଜଣାପଡିଛି  । ଅନ୍ୟ ପକ୍ଷେ ମତଦାନ କେନ୍ଦ୍ର ବାହାରେ ଅପେକ୍ଷା ରତ ଭୋଟର ମାନେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts