Breaking News

ସତ୍ୟବାଦୀ ବ୍ଳକରେ ୧୧ଟି ନୋଡାଲ ବୁଥ

ସାକ୍ଷୀଗୋପାଳ----ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଏବର୍ଷ ପ୍ରଥମ କରି ୧୧ଟି ନୋଡାଲ ବୁଥ କରାଯାଇଛି  ।  ଅନ୍ୟ ବୁଥ ଠାରୁ ଏହି ବୁଥ ସମ୍ପୁର୍ଣ୍ଣ ଅଲଗା ହେବ । ଯାହାକି ଏଠାରେ ପାନୀୟ ଜଳ, ରେଷ୍ଟସେଡ୍, ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ ହୁଇଲିଚେୟାର, ଫୁଲମାଳ ସହିତ ସାଜସଜ୍ଜା କରାଯିବ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ ଭାବରେ ବ୍ୟବସ୍ଥା କରାଯାଇଛି । ମହୁରା ଗ୍ରାମ ପଞ୍ଚାୟତର ଡାଙ୍ଗୁରା ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନୋଡାଲ ବୁଥ ଭାବରେ ଘୋଷଣା କରାଯାଇଥିବା ବେଳେ ଶ୍ରୀରାମଚନ୍ଦ୍ରପୁର,  ମଧୁବନ ଆଦି କେତେକ ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ଗୁଡିକରେ ନୋଡାଲ ବୁଥ କରାଯାଇଛି ବୋଲି ଜିପିଓ ମଣ୍ଟୁ ସ୍ୱାଇଁଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts