Breaking News

ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

 ସାକ୍ଷୀଗୋପାଳ ----ସତ୍ୟବାଦୀ ବିକାଶ ପରିଷଦର ଆଇନଜୀବୀ ସେଲ ପକ୍ଷରୁ ପଞ୍ଚସଖା ସୃୁତି ପାଠଗାର ପରିସରରେ ମଧୁବାବୁଙ୍କ ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିକାଶ ପରିଷଦର ସଭାପତି ତଥା ଆଇନଜୀବୀ ଗୁଣ୍ଡିୁଚା ବରାଳ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅଧ୍ୟକ୍ଷତା କରି ମଦୁବାବୁଙ୍କ ଆତ୍ମ ଜୀବନି ଉପରେ ଆଲେକପାତ କରିଥିଲେ  । ସେ ଓଡିଆ ଜାତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶଙ୍କର୍ଷଣ ମିଶ୍ର, ଇଂ ପ୍ରଫୁଲ କୁମାର ପଣ୍ଡା, ଶିକ୍ଷକ ସୁରେନ୍ଦ୍ର ସାହୁ, ବରିଷ୍ଠ ନାଗରିକମଞ୍ଚର ଆବାହକ ବ୍ରଜ କିଶୋର ନନ୍ଦ, ସମବାୟ ବିତ୍ତର ଆବାହକ ରାଜ କିଶୋର ହୋତା, ପ୍ରଫୁଲ କୁମାର ମହାପାତ୍ର, ଶିବ ସୁନ୍ଦର ଘଟୁଆରୀ, ବୁଧିନାଥ ମଲିକ, ସାମ୍ବାଦିକ ଦେବତିକ୍ତ ମିଶ୍ର ପ୍ରମୁଖ ମଧୁବାବୁଙ୍କ ସ୍ୃୁତି ଚାରଣ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts