Breaking News

ନାମଲେଖାରେ ହୋଇଛି ବଡ ଘୋଟଲା, ସତ୍ୟବାଦୀ ନିଉଜ ହାତରେ ଲାଗିଛି ପ୍ରମାଣ

ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାରେ ହୋଇଛି ବଡ ଧରଣର ଘୋଟାଲା  । ପ୍ରଥମ କରି ଏବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖା ଆରମ୍ଭ ହୋଇଛି । ନାମ ଲେଖା ଆରମ୍ଭରୁ ବଡ ଧରଣର ଘୋଟାଲ ହୋଇଥିବା ପ୍ରମାଣ ଏବେ ସାକ୍ଷୀଗୋପାଳ ନିଉଜ ହାତରେ ଲାଗିଛି । ଯାହାକି ବହୁ ଶିଘ୍ର ଏହା ପ୍ରକାଶ ହେବାକୁ ଯାଉଛି  । ନାମ ଲେଖାଇବା ପାଇଁ  ଟଙ୍କା କାରବାର ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts