>>
  • ପ୍ରଧ୍ୟାପକ ସ୍ଵର୍ଗତ ଅଶୋକ ତ୍ରିପାଠୀଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ସମ୍ବର୍ଦ୍ଧନା ଓ କବିତା ଆସର ଅନୁଷ୍ଠିତ
  • >>
  • ଟାଟା ପାୱାର ର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା
  • >>
  • ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ
  • >>
  • ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ
  • >>
  • ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର
  • >>
  • ସରିଲା ଦେବ ବିବାହ ଓ ସମ୍ବଲପୁରର ମହାପର୍ବ ଶୀତଳ ଷଷ୍ଠି ;ସମ୍ବଲପୁର ଦେଖାଇଲା ମାନବୀୟ ମହାନତାର ମହାପର୍ବ
  • >>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • ବନ୍ୟପ୍ରାଣୀ ସଂରକ୍ଷଣରେ ଜନ୍ ସହଭାଗିତା ସଂକ୍ରାନ୍ତରେ ବୈଠକ


    ଭଞ୍ଜନଗର - ଜଙ୍ଗଲର ସୁରକ୍ଷା ସହିତ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଜରୁରୀ । ଆମ ପରିବେଶର ସନ୍ତୁଳନ ପାଇଁ, ଉଭୟଙ୍କ ଆବଶ୍ୟକତା ରହିଛି । ଏଣୁ ଜଙ୍ଗଲ ସୁରକ୍ଷା ରହିଲେ, ମଣିଷ ଏବଂ ଜୀବଜଗତ ତିଷ୍ଠି ରହିବ । ଏଥିପାଇଁ ବନ୍ୟପ୍ରାଣୀ ଙ୍କ ସଂରକ୍ଷଣ ଆବଶ୍ୟକ । ଏ କ୍ଷେତ୍ରରେ ଲୋକଙ୍କର ସହଭାଗୀତା ଜରୁରୀ । ଏହାକୁ ନେଇ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡୀୟ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଙ୍କ ପୈାରହିତ୍ୟରେ ଆୟୋଜିତ ବୈଠକରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋର୍ କମିଟି ସଦସ୍ୟ ନୀଳମାଧବ ପାତ୍ର, ନୀଳାଞ୍ଚଳ ଖିଲାର, ଜିଲ୍ଲାପରିଷଦ ସଦସ୍ୟ ସୁଧିର କୁମାର ଜେନା, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବନ ବିଭାଗ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ
    ଜଙ୍ଗଲର ସୁରକ୍ଷା ସହିତ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଜରୁରୀ ବୋଲି ମତପ୍ରକାଶ କରିଥିଲେ  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୦/୨୦୨୪---୬,୩୫ Sakhigopal News,4/10/2024

    Blog Archive

    Popular Posts