>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ରାଜଯୋଗିନୀ ମଞ୍ଜୁ ଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ



         ଭଞ୍ଜନଗର--- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଗଞ୍ଜାମ ଓ ଗଜପତି ଜୋନ୍ ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀଙ୍କୁ  ଭଞ୍ଜନଗରର ଶାନ୍ତିସ୍ରୋତ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ସାର୍, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ ସମାଜସେବୀ ଶୂଳପାଣି ଭ୍ରାତା ଉପସ୍ଥିତ ଥିଲେ ।
    ରାଜଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ଦ୍ବାରା ସୃଷ୍ଟି ଆଧ୍ୟାତ୍ମିକ ପୂର୍ଣ୍ଣ ପରିବେଶରେ ସ୍ବକରକମଳରେ ସମସ୍ତ ଅତିଥିବୃନ୍ଦଙ୍କ ସମେତ ସମସ୍ତ ଭାଇଭଉଣୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ମହୋଦୟ ରାଜଯୋଗିନୀ ମଞ୍ଜୁଦିଦିଙ୍କ ସର୍ବଗୁଣଧାରୀ ବ୍ୟକ୍ତିତ୍ଵ ବର୍ତ୍ତମାନ ପରିସ୍ଥିତି ପାଇଁ ଆବଶ୍ୟକ ଏବଂ ତାଙ୍କର ବାଣୀକୁ  ଆମ ଜୀବନଶୈଳୀରେ ଉଚିତ୍ ମାର୍ଗରେ ବ୍ୟବହାର କରି ସମ୍ମାନ ଦେବା ଆମର ମୂଳ କର୍ତ୍ତବ୍ୟ ବୋଲି ମତାମତ ଦେଇଥିଲେ। କେନ୍ଦ୍ର ସଞ୍ଚାଳିକା ସନ୍ତୋଷିନୀ ଭଉଣୀ ମଞ୍ଜୁଦିଦିଙ୍କ ଜ୍ଞାନ ପ୍ରାପ୍ତ ଠାରୁ ଅଦ୍ୟାବଧି ଯାଏ ସମସ୍ତ ବିଶ୍ଵସେବାର ବୃତ୍ତାନ୍ତ ବ୍ୟାଖ୍ୟା କରିବା ସହିତ ସମସ୍ତ ଭାଇଭଉଣୀ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆଜି ମଧ୍ୟ ଶତଚେଷ୍ଟିତ ବୋଲି ମତବ୍ୟକ୍ତ କରିଛନ୍ତି। ଆଜିର ଏହି ସଭାକାର୍ଯ୍ୟକୁ ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୦/୨୦୨୪----୯,୧୦ Sakhigopal News,25/10/2024

    Blog Archive

    Popular Posts