Breaking News

ମା ମଣି ନାଗ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ପାଳିତ




ନୟାଗଡ---- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗା ପଞ୍ଚାୟତ ର ମୂଷିଗୁଡା ଗାଁରେ ଥିବା ମା ମଣିନାଗ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳ ର ପ୍ରାୟ ପାଞ୍ଚ ହଜାର ରୁ ଉଧିକ ଜନ ସାଧାରଣ ଯୋଗ ଦେଇଥିଲେ ।  ପୂଜାରେ ମୁଖ୍ୟ ଦାୟୁତ ନେଇଥିଲେ ମୂଷିଗୁଡା ଗାଁର ନିରଞ୍ଜନ ଜାନି ଓ ଗ୍ରାମ ବାସି ମାନେ। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୧୦/୨୦୨୪----୬,୨୦ Sakhigopal News,19/10/2024

Blog Archive

Popular Posts