ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତଙ୍କ ଦ୍ବାରା କଳାକୃତିର ପ୍ରଦର୍ଶନ
କୋଣାର୍କ ----ସ୍ୟାଣ୍ଡ ଆନିମେସନ ଝବଦ୍ଭୟ ଇଦ୍ଭସଜ୍ଞରଗ୍ଦସକ୍ଟଦ୍ଭ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶ ପରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ଏଭଳି ଏକ ଐତିହାସିକ ନିଷ୍ପତିକୁ ସମ୍ମାନ ଜଣାଇ ଶିଳ୍ପୀ ସରିତା ସ୍ୟାଣ୍ଡ ଆନିମେସନ ଦ୍ଵାରା ସୁଭେଛା ବାର୍ତ୍ତା ଜଣାଇଛନ୍ତି । କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୧୮/୧୦/୨୦୨୪----୮,୫୫ Sakhigopal News, 18/10/2024