Breaking News

>>
  • ବର୍ଷ ତମାମ ଗଲା କେନାଲ ସଫା ହେଲାନାହିଁ ; ବର୍ଷା ଦିନେ କେନାଲ ସଫାକାର୍ଯ୍ୟ ଚାଲିଛି
  • >>
  • ଛଅ ପ୍ରାଣି କୁଟୁମ୍ବ ଧରି ଦିଜରାଜ ପଲିଥିନି ତଳେ ; ଆବାସ ଯୋଜନା ମିଳିବ କେବେ
  • >>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • ସି-ଭିଜିଲ ଆପକୁ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ଜନସଚେତନତା

     


    ସାକ୍ଷୀଗୋପାଳ--- ଗଣତନ୍ତ୍ରର ମହାପର୍ବ ପାଖେଇ ଆସୁଛି । ନିର୍ବାଚନକୁ  ସ୍ୱଚ୍ଛ ଓ ନିରପେକ୍ଷତା କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟସର ପକ୍ଷରୁ ସତ୍ୟବାଦୀ ବ୍ଳକର ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ଓ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ଏକ ଯୁବ ଭୋଟର ମାନଙ୍କୁ ସଚେତନତା କରାଯାଇଛି । ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ଅନୁଷ୍ଠାନର ସଦସ୍ୟ ସନ୍ଦୀପ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଜନସଚେତନତା କରାଯାଇଥିଲା । ଏଥିରେ ମହେଶ୍ୱର ମହାପତ୍ର,ପିଲୁ ମହାପାତ୍ର, ସୂର୍ଯ୍ୟକାନ୍ତ ମହାପାତ୍ର, ବିଜୟ ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର ଓବାବୁଲା ମହାପାତ୍ରଙ୍କ ସହିତ ଅନ୍ୟ ମାନେ ଯୋଗଦେଇଥିଷଲ । ପୁରୀ ଜିଲ୍ଲାର ଟୁଇଟର କ୍ଳବର ସଦସ୍ୟ ବିପିନି କୁମାର ମହାନ୍ତି ଓ ଦୀପକ ପ୍ରଧାନ ଯୋଗ ଦେଇ ଏହି ଆପ କ’ଣ ଏହାକୁ କିପରି ବ୍ୟବହାର କରାଯାଇ ପାରିବ, ଏହି ଆପର ଉଦ୍ଦ୍ୟେଶ କ’ଣ ଓ ଆପ ମାଧ୍ୟମରେ ଅଭିଯୋଗ କରିବା ପରେ କିପରି ଆପଣ ମାନଙ୍କୁ ଉତ୍ତର ମିଳିବ ସେ ସମ୍ପର୍କରେ ଜନସଚେତନତା କରାଯାଇଥିଲା । ସେହିପରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଟୁଇଟର କ୍ଳବ୍ ର ସଂଯୋଜକ ବିଶ୍ୱଜିତି ପଟ୍ଟନାୟକଙ୍କ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମରେ ସତ୍ୟବାଦି ଦାଶ, ବ୍ୟବସାୟୀ କୃପାନିଧି ପରିଡା, ସାମ୍ବାଦିକ ଧିରେନ୍ଦ୍ର ସେନାପତି, ଆଲୋକ ଖୁଣ୍ଠିଆ, ରାଜକିଶୋର ସେନାପତି, ତ୍ରିନାଥ ବାରିକ, ଦେବାଶିଷ ମିଶ୍ର ସେବାୟତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୪---୪.୧୦    Sakhigopal News,22/4/2024

    Blog Archive

    Popular Posts