Breaking News

କର୍କଟରୋଗୀ ମାନଙ୍କ ପାଇଁ ତିରିଶିଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ



ସାକ୍ଷୀଗୋପାଳ--- ମହାବିଷ୍ଠୁବ ସଂକ୍ରାନ୍ତି ଅବସରରେ ଦୁଇ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଉତ୍ତରଣ ମଠସାହିରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିରିଶ ଜଣ ଯୁବକ ଯୁବତୀ ମାନେ ରକ୍ତଦାନ କରିଥିଲେ । ନେକ୍ସ ହେଲ୍ପ ଫାଉଣ୍ଡେସନ ଓ ଦୃପତି ଦେବୀ ସୋସିଆଲ କଲଚ୍ୟୁରାଲ ଅର୍ଗଜାଇନେସନର ମିଳିତ ସହଯୋଗରେ ରକ୍ତାଦନ ଶିବିର ଅନୁଷ୍ଠିତ ହୋଇଥିଲା । ନେକ୍ସ ହେଲ୍ପ ଫାଉଣ୍ଡେସନର ଆଡଭାଇଜର ସସ୍ମିତା ଦାସ, ବିଭୁ ପ୍ରସାଦ ବେହେରା ଓ ସତ୍ୟନାରାୟଣ ସାହୁଙ୍କ ତତ୍ୱବଧାନରେ କର୍କଟ ରୋଗୀ ମାନଙ୍କ ପାଇଁ ଏହି ରକ୍ତ ଦାନ ଶିବିର ଆୟାଜନ କରାଯାଇଥିଲା । ସାମଜସେବୀ ଶୁକଦେବ ବିଶ୍ୱାଳ ଓ ରାଜେଶ ଜେନା ରକ୍ତ ଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସୁବ୍ରତ ମଲିଲକ, ଦେବାଶିଷ ମଲ୍ଲିକ, ଶୁଭମ ସତ୍ୟବତ ଜେନା, ସବ୍ୟସାଚୀ ସେନାପତି ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ--୧୫/୪/୨୦୨୪---୮,୧୦ାପାଳ--- ମହାବିଷ୍ଠୁବ ସଂକ୍ରାନ୍ତି ଅବସରରେ ଦୁଇ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଉତ୍ତରଣ ମଠସାହିରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିରିଶ ଜଣ ଯୁବକ ଯୁବତୀ ମାନେ ରକ୍ତଦାନ କରିଥିଲେ । ନେକ୍ସ ହେଲ୍ପ ଫାଉଣ୍ଡେସନ ଓ ଦୃପତି ଦେବୀ ସୋସିଆଲ କଲଚ୍ୟୁରାଲ ଅର୍ଗଜାଇନେସନର ମିଳିତ ସହଯୋଗରେ ରକ୍ତାଦନ ଶିବିର ଅନୁଷ୍ଠିତ ହୋଇଥିଲା । ନେକ୍ସ ହେଲ୍ପ ଫାଉଣ୍ଡେସନର ଆଡଭାଇଜର ସସ୍ମିତା ଦାସ, ବିଭୁ ପ୍ରସାଦ ବେହେରା ଓ ସତ୍ୟନାରାୟଣ ସାହୁଙ୍କ ତତ୍ୱବଧାନରେ କର୍କଟ ରୋଗୀ ମାନଙ୍କ ପାଇଁ ଏହି ରକ୍ତ ଦାନ ଶିବିର ଆୟାଜନ କରାଯାଇଥିଲା । ସାମଜସେବୀ ଶୁକଦେବ ବିଶ୍ୱାଳ ଓ ରାଜେଶ ଜେନା ରକ୍ତ ଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସୁବ୍ରତ ମଲିଲକ, ଦେବାଶିଷ ମଲ୍ଲିକ, ଶୁଭମ ସତ୍ୟବତ ଜେନା, ସବ୍ୟସାଚୀ ସେନାପତି ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ--୧୫/୪/୨୦୨୪---୮,୧୦

Popular Posts