Breaking News

କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ


ବରଗଡ଼ ---କ୍ରାନ୍ତିପଡା ର ନଳକୂଅ ଦୀର୍ଘ ଦିନ ହେଲା ଅଚଳ ଫଳରେ ପାନୀୟଜଳର ଅସୁବିଧା ସ୍ଥାନୀୟ ବାସିନ୍ଦା ମାନେ ଭୋଗୁଛନ୍ତି। ତୁରନ୍ତ
ମରାମତି ପାଇଁ ଦାବୀ ହେଉଛି। ସୁଚନା ଯୋଗ୍ୟ ଯେ ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ଠାରେ ଦୀର୍ଘ ଦିନ ହେଲା ନଳକୂଅ ଅଚଳାବସ୍ଥା ପଡିରହିଛି । ଫଳରେ ପାନୀୟଜଳର ଅସୁବିଧା ପରିଲକ୍ଷିତ ହେଉଛି। ଯାହାକୁ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ ବୋଲି ପଡାବାସୀ ଦାବି କରି ଆସୁଛନ୍ତି ।  ଏହା ହେଉଛି ଡବଲ ଇଞ୍ଜିନି ସରକାରଙ୍କ ନୀତି। କଥା ଓ ପ୍ରସାର ଅନେକ କାମ ଶୂନ୍ୟ ବୋଲି ଲୋକମାନେ କହନ୍ତି।ବରଗଡ ଜିଲ୍ଲା ଆରଡବ୍ଲୁ ଏସଏସ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ପାନୀୟଜଳର ସୁବ୍ଯବସ୍ଥା କରିବାକୁ କ୍ରାନ୍ତିପଡା ଦାବୀ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୨୭/୭/୨୦୨୫---୯,୧୦ Sakhigopal News,27/7/2025

Blog Archive

Popular Posts