ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କଲେ
କନ୍ଧମାଳ ---- ନାମାଙ୍କନ ପତ୍ର ଦାଖଲ କଲେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା, ରାଇକିଆ ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର,କଂଗ୍ରେସ ନେତା ସୁରେଶ କୁମାର ପତି ଙ୍କ ଉପସ୍ଥିତ ରେ ବାଲିଗୁଡା ପି.ଏ ଆଇ.ଟି.ଡି.ଏ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l ଏହି ଅବସରରେ ବାଲିଗୁଡା ହନୁମାନ ମନ୍ଦିର ନିକଟ ରୁ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ହଜାର ହଜାର କଂଗ୍ରେସ କର୍ମୀ, ଶୁବେଛୁ ଶୋଭାଯାତ୍ରା ରେ ଯାଇ କଂଗ୍ରେସ ପ୍ରାଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କୁ ସମର୍ଥନ ଜଣାଇଥିଲେ l ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ଜନତା ଙ୍କ ନିକଟତର ହୋଇ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ କହିଛନ୍ତି କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୩୦/୪/୨୦୨୪----୯,୧୦ Sakhigopal News,30/4/2024