>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ୩୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ; ୩ ବେପାରି ଗିରଫ

     
    ଜଟଣୀ : ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ସେ କୁଦିଆରି ବଜାର ପାଖ ଏଫସିଆଇ ଗୋଦାମ ନିକଟରେ ସାବୀର ଅଲ୍ଲୀ, ଜାମିର ଖାନ ଏବଂ ମହମ୍ମଦ ରାଜୁ ନାମକ ୩ ଜଣ ଯୁବକ ଏକ ୟାମାହା ମୋଟର ସାଇକେଲ ଉପରେ ବସି ବ୍ରାଉନ ସୁଗାର ବିକ୍ରି କରୁଛନ୍ତି l ଏହି ସୂଚନା ପାଇବା ପରେ ଆଇଆଇସି  ତଥ୍ୟର ସତ୍ୟତା ଯାଞ୍ଚ କରିବା ପାଇଁ ପୋଲିସ ଟିମକୁ ପଠାଇ ସେହି ନିଶା ବେପାରୀ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ | ପୁଲିସ ସେମାନଙ୍କ ନିକଟରୁ ୩୦ ଗ୍ରାମର ବ୍ରାଉନ ସୁଗାର, ନଗଦ ୮୫୦ ଟଙ୍କା, ୨ ଟି ମୋବାଇଲ ଫୋନ ଏବଂ ୨ ଟି ଗାଡ଼ି ଜବତ କରିଥିଲେ l ଜେରା ବେଳେ ସେମାନେ ପ୍ରକାଶ କରିଥିଲେ ଯେ ସେମାନେ ବାଲେଶ୍ୱର ପାର୍ଶ୍ୱରୁ ବ୍ରାଉନ୍ ସୁଗାର କିଣୁଛନ୍ତି ଏବଂ ବ୍ୟକ୍ତିଗତ ଲାଭ ପାଇଁ ଯୁବକ ମାନଙ୍କୁ ବିକ୍ରି କରୁଛନ୍ତି। କିନ୍ତୁ ସେମାନେ ଯେଉଁ ବ୍ରାଉନ୍ ସୁଗାର ଭେଣ୍ଡର କି ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନ୍ ସୁଗାର ଆଣୁଛନ୍ତି ସେମାନଙ୍କ ନାମ ପ୍ରକାଶ କରିନଥିଲେ l ଏହି ଅଭିଯୁକ୍ତ ମାନେ ହେଲେ ଯଥାକ୍ରମେ ପିପିଲି ଜୟପୁର କିଲ୍ଲା ଅଞ୍ଚଳରେ ରହୁଥିବା ବାଲିପାଟଣା ଥାନା ଏରିଆର ମୁକୁନ୍ଦଦାସପୁରର ର ସାବୀର ଅଲ୍ଲୀ ଖାନ ଓରଫ ସାବୀର (୪୦), ରଥିପୁର ବଡ଼ ମସଜିଦ୍ ସାହିର ଜାମିର ଖାନ ଓରଫ ଜାମିର (୩୦) ଏବଂ ରଥିପୁର ଟାଙ୍ଗୀ ସାହିର ମହମ୍ମଦ ରାଜୁ ଓରଫ ରାଜୁ (୨୮) l ପୁଲିସ ସେମାନଙ୍କର ବିରୁଦ୍ଧରେ ୧୫୭/୨୪ ରେ ଏକ ମାମଲା ରୁଜୁ କରିବା ସହିତ କୋର୍ଟ୍ ଚାଲାଣ କରିଥିବା ଜଣାପଡ଼ିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୪----୮,୨୦ Sakhigopal News,10/4/2024

    Blog Archive

    Popular Posts