Breaking News

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡିଗଲା


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜେନାସାହିରେ ବିଦ୍ୟୁତ ସର୍ଟ ସର୍କିଟରୁ ବିଦେଶୀ ବେହେରାଙ୍କର ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଶ୍ରୀ ବେହେରାଙ୍କ ତିନି ବଖରା ଚାଳଘରେ କୌଣସି କାରଣରୁ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ହେବା ଦେଖି ଗ୍ରାମାବସୀ ମାନେ ନିଆଁକୁ ଆୟତ କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ମାତ୍ର ନିଆଁକୁ ରୋକିବାରେ ବିଫଳ ହେବାରୁ ତୁରନ୍ତ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ରଙ୍କ ନେତ୍ୱତୃରେ ସଦଳବଳେ ଦୁଇଟି ଗାଡି ନେଇ ନିଆଁକୁ ଆୟତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୩----୮,୧୦ Sakhigopal News, 21/8/2023

Blog Archive

Popular Posts