>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ମୋ ବସ ଧକ୍କାରେ ମଟରସାଇକେଲ ଆରୋହୀଙ୍କ ମୃତ୍ୟୁ



    ଜଟଣୀ ----
    ମୋ ବସ ଚାଳକଙ୍କ ଅସାବଧାନତା ହେତୁ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ । ଜଟଣୀ ବ୍ଲକ ପଧାନସାହି ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ମୁତାବକ ଭୁବନେଶ୍ୱର ପଟରୁ ଜଟଣୀ ଆଡକୁ ଯାଉଥିବା ମୋ ବସ (OD33U7368) ପଧାନସାହି ଛକ ନିକଟରେ ଜଟଣୀ ପଟରୁ ଆସୁଥିବା ବାଇକ ଆରୋହୀଙ୍କୁ ସାମ୍ନା ସାମନି ପିଟିଥିଲା । ଘଟଣା ସ୍ଥଳରେ ଯୁବକ ଜଣଙ୍କର ପ୍ରାଣ ବାୟୁ ଉଡି ଯାଇଥିବା ବେଳେ ମୋ ବସ ଡ୍ରାଇଭର ଓ କଣ୍ଡକ୍ଟର ଉଭୟ ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ଏୟାରଫିଲଡ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ମୃତ ଯୁବକ ଜଣକ ଚନ୍ଦକା ଥାନା ଅଞ୍ଚଳର ବୋଲି ପ୍ରଥମିକ ସୂଚନା ମିଳିଛି । ତେବେ ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମୋ ବସ ଡ୍ରାଇଭର ଡାହାଣ ପଟକୁ ମାଡ଼ି ମାଡ଼ି ଚଳାଉ ଥିଲା । ଫଳରେ ବାଇକ ଆରୋହୀ କୁ ଧକ୍କା ଲାଗିଥିଲା । ଏଠାରେ ପ୍ରକାଶ ଯୋଗ୍ୟ ପୂର୍ବରୁ ମୋ ବସ ଡ୍ରାଇଭର ମାନେ ରାସ୍ତାରେ ମନ ଇଛା ଦ୍ରୁତ ଗତିରେ ଗାଡି ଚଳାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଉପରିସ୍ଥ ଅଧିକାରୀ ମାନେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାନ୍ତି । ତେବେ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇ ଥିବା ଜଣାପଡିଛି। 
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୮/୨୦୨୩----୮,୫୫ Sakhigopal News,18/8/2023

    Blog Archive

    Popular Posts