>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ପିକଅପ ଭ୍ୟାନ ଧକ୍କା ରେ ଛଅ ବର୍ଷ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ


    କନ୍ଧମାଳ --- ବାଲିଗୁଡା ଥାନା ବାରଖମା ଦଣ୍ଡି ସାହି ନିକଟରେ ପିକଅପ ଭ୍ୟାନ ଧକ୍କା ରେ ଜଣେ ଛଅ ବର୍ଷ ର ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି l ବାଲିଗୁଡା ରୁ ବାରଖମା ଦେଇ ଏକ ପିକଅପ ଭ୍ୟାନ ଯାଉଥିବା ସମୟରେ ପ୍ରଥମେ ଶିଶୁଟିକୁ ପଛ ପଟୁ ଧକ୍କା ଦେଇଥିଲା l ଦୁର୍ଘଟଣା ପରେ ୧ ଶହ ମିଟର ପର୍ଯ୍ୟନ୍ତ  ଛାତ୍ର କୁ ଘୋଷାଡ଼ି ନେଇଥିଲା ପିକଅପ ଭ୍ୟାନ l ମୃତ ଶିଶୁ ହେଲେ ବାରଖମା ଦଣ୍ଡି ସାହି ର ଅଭିମନ୍ୟୁ ଦଣ୍ଡିଆ ଙ୍କ ପୁଅ ଅରୁଣ ଦଣ୍ଡିଆ l ଛାତ୍ର ଙ୍କ ମୃତ୍ୟୁ ପରେ ବାରଖମା ରେ ଚାପା ଉତ୍ତେଜନା ଦେଖା ଦେଇଛି l ଉତ୍ୟକ୍ତ ଲୋକେ ବାରଖମା ଦଣ୍ଡି ସାହି ନିକଟରେ ଏସ.ଏଚ 41 ବାଲିଗୁଡା ରୁ ବାରଖମା ରାସ୍ତା ରେ ଗଛ ପକାଇ ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l ଦୁର୍ଘଟଣା ଘଟେଇ ଥିବା ଡ୍ରାଇଭର କୁ ପୋଲିସ ବାରଖମା ଫାଣ୍ଡି ରେ ଅଟକ ରଖିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୮/୨୦୨୩----୯,୪୫ Sakhigopal News,31/8/2023

    Blog Archive

    Popular Posts